#ସୁପ୍ରିମକୋର୍ଟରେ_ମାହାଙ୍ଗା_ଡବଲ_ମର୍ଡର_ମାମଲା
#ସୁପ୍ରିମକୋର୍ଟରେ_ମାହାଙ୍ଗା_ଡବଲ_ମର୍ଡର_ମାମଲା ପୁନଃ ବିଚାର ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ SCରେ ମୃତ କୁଳମଣି ବରାଳଙ୍କ ପୁଅଙ୍କ ଆବେଦନ ପୂର୍ବରୁ ପ୍ରତାପ ଜେନାଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ HC ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନୋଟିସ୍ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ୍ #Supremecourt #MahangaDoubleMurder
1.
What's Your Reaction?