ଆଜି ଦେଶର କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ସାହା ଜୀଙ୍କୁ ଦିଲ୍ଲୀରେ ଭେଟ କରି ସାମ୍ପ୍ରତିକ ଓଡ଼ିଶା ତଥା ଝାରସୁଗୁଡ଼ାର ରାଜନୈତିକ ପୃଷ୍ଠଭୂମି ସମ୍ବନ୍ଧରେ ଆଲୋଚନା କଲି।
Today, met with the country's illustrious Union Home and Cooperation Minister Sri Amit Shah ji, who is our collective source of inspiration and motivation. Discussed about current political scenario of Odisha and Jharsuguda. His warm affection and guidance provide fresh energy every time and further strengthen my commitment towards public service. ଆଜି ଦେଶର କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ସାହା ଜୀଙ୍କୁ ଦିଲ୍ଲୀରେ ଭେଟ କରି ସାମ୍ପ୍ରତିକ ଓଡ଼ିଶା ତଥା ଝାରସୁଗୁଡ଼ାର ରାଜନୈତିକ ପୃଷ୍ଠଭୂମି ସମ୍ବନ୍ଧରେ ଆଲୋଚନା କଲି। ତାଙ୍କର ଅସାଧାରଣ ମାର୍ଗଦର୍ଶନ ସର୍ବଦା ନୂତନ ଶକ୍ତି ପ୍ରଦାନ କରେ ଏବଂ ଜନସେବା ପ୍ରତି ମୋର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବି।
1.
What's Your Reaction?