#କିସ୍‌_ଛାତ୍ର_ମୃତ୍ୟୁ: #ତଦନ୍ତ_ଦାବି_କଲେ_ବାପା

#କିସ୍‌_ଛାତ୍ର_ମୃତ୍ୟୁ: #ତଦନ୍ତ_ଦାବି_କଲେ_ବାପା -କିସ୍‌ ଛାତ୍ର ମୃତ୍ୟୁ; ଉପଯୁକ୍ତ ତଦନ୍ତ ଦାବି କଲେ ବାପା -ପୁଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା -‘୩ ଫୁଟିଆ ଖଟରେ ଜୀବନ ହାରିବା ସମ୍ଭବ ନୁହେଁ’ -‘ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ’ -‘କିନ୍ତୁ ମୁ୍ଁ ପହଞ୍ଚିବା ପୂର୍ବରୁ ତଳକୁ ଓହ୍ଲାଇ ଦେଇଥିଲେ’ -‘ମୋ ପୁଅ ତା ପୂର୍ବଦିନ ହସି ହସି ମା’ ସହ କଥା ହୋଇଥିଲା’ -‘ଏଭଳି ଜୀବନ ହାରିବାର କୌଣସି କାରଣ ନଥିଲା’ -ଉପଯୁକ୍ତ ତଦନ୍ତ ହେଲେ ସବୁକିଛି ଜଣାପଡ଼ିବ- ମୃତ ଛାତ୍ରଙ୍କ ବାପା -‘ମୋର ଗୋଟିଏ ପୁଅ ଭାବିଥିଲି ବଡ଼ ମଣିଷ ହେବ, ଦୁଃଖ ଦୂର କରିବ’ -‘ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲି, ଗାଡ଼ି ପଠାଇ ମତେ ଆଣିଲେ’ #Bhubaneswar #KISSStudentDeath #ganatantraodisha #breakingnews

Feb 22, 2026 - 20:12
 0  12
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା