ଓଡ଼ିଶାର ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ (ଜାପାନୀ ଭାଇ), କଣ୍ଠଶିଳ୍ପୀ ମହମ୍ମଦ ଇରଫାନ ଏବଂ ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥ
ଓଡ଼ିଶାର ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ (ଜାପାନୀ ଭାଇ), କଣ୍ଠଶିଳ୍ପୀ ମହମ୍ମଦ ଇରଫାନ ଏବଂ ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥ, ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ଲୋକଙ୍କ ଭାବାବେଗକୁ ନେଇ ପ୍ରସ୍ତୁତ ହୋଇଥବା ସଙ୍ଗୀତ ‘ଅସ୍ମିତାର ଦିଅଁ’କୁ ଉନ୍ମୋଚନ କଲି । ଗୀତରେ ଓଡ଼ିଆତ୍ୱ ତଥା ଓଡ଼ିଶାର ଛବିକୁ ନିଖୁଣ ଭାବରେ ପ୍ରଦର୍ଶିତ କରିଥିବାରୁ ସମସ୍ତ ଟିମ ସଦସ୍ୟଙ୍କୁ ଧନ୍ୟବାଦ । ଅସ୍ମିତାର ଦିଅଁ ଭଜନଟି ଓଡ଼ିଆ ସ୍ରୋତା ବନ୍ଧୁ ମାନଙ୍କର ମନକୁ ଛୁଇଁବ ବୋଲି ମୋର ବିଶ୍ୱାସ ।
1.
What's Your Reaction?