ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କ ଅଧ୍ୟକ୍ଷତା ରେ ଆଜି ଭୁବନେଶ୍ୱର ରାଜ ଭବନ ଠାରେ ଅନୁଷ୍ଠିତ "St.John Ambulance" ଓଡ଼ିଶାର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇ, ରଥଯାତ୍ରା ସମୟରେ ପ୍ରଶଂସନୀୟ ସେବା ଯୋଗାଇଥିବା ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଲି। ମହାମହିମ ରାଜ୍ୟପାଳ ଙ୍କ ନିର୍ଦ୍ଦେଶ କ୍ରମେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ନିଆଯାଇଛି। #theganatantraodisha #BreakingNews #LatestNews #CMOOdisha
What's Your Reaction?