୬୩ତମ ଜାତୀୟ ଓପନ୍ ଆଥଲେଟିକ୍ସ୍ ଚାମ୍ପିଅନସିପ୍ସରେ ଓଡ଼ିଶା ୪×୧୦୦ମି. ମହିଳା ରିଲେ ଦଳ (ଶ୍ରାବଣୀ ନନ୍ଦ, ସୁଖୀ ବାସ୍କେ, ମେରି ମୁକ୍ତା ସୋରେଙ୍ଗ, ବନିତା ବେହେରା) କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ???? ସଭିଙ୍କୁ ଅଭିନନ୍ଦନ ???????? #OdishaForSports
1.
What's Your Reaction?