#ଅନ୍ଧ_ଭକ୍ତର_ପ୍ରେମ_କାହାଣୀ :ସୌମ୍ୟରଞ୍ଜନ।
#ଅନ୍ଧ_ଭକ୍ତର_ପ୍ରେମ_କାହାଣୀ : ସୌମ୍ୟରଞ୍ଜନ -ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ -ରୁବେନ ବାନାର୍ଜୀଙ୍କ ପୁସ୍ତକ 'ନବୀନ ପଟ୍ଟନାୟକ' ଉନ୍ମୋଚନ ଉତ୍ସବରେ ଟାର୍ଗେଟ୍ -'5T ଅଧୀନରେ ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଯାଇଛି' -'ଏହି ପାପକୁ ଧୋଇବା ପାଇଁ ବିଜେଡିକୁ ଆଉ ୫ରୁ ୧୦ ବର୍ଷ ଲାଗିବ' -ନବୀନଙ୍କ ପ୍ରେମରେ ଓଡ଼ିଶାବାସୀ ଏକତରଫା ପ୍ରେମ କରିଥିଲେ- ସୌମ୍ୟ -'୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ଅନ୍ଧ ଭକ୍ତର ପ୍ରେମ କାହାଣୀ ଚାଲିଥିଲା' -‘ନବୀନ ବାବୁ ୨ଟି ପର୍ଯ୍ୟାୟରେ କ୍ଷମତା ହସ୍ତାନ୍ତର କରିଥିଲେ’ -‘ପ୍ରଥମ ପର୍ଯ୍ୟାୟରେ ପ୍ୟାରୀଙ୍କୁ, ୨ୟ ପର୍ଯ୍ୟାୟରେ ଶହେ ଭାଗ ପାଣ୍ଡିଆନଙ୍କୁ କ୍ଷମତା’ -‘ଏହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ଼ ଅପବାଦ ଥିଲା’ -‘ଫଳରେ ଏଥର ନିର୍ବାଚନରେ ପ୍ରତିକୂଳ ଜନାଦେଶର ସାମ୍ନା କରିବାକୁ ବାଧ୍ୟ ହେଲେ’ -‘ମୁଁ ଏଥିରେ ପାଣ୍ଡିଆନଙ୍କୁ ଦୋଷ ଦେବିନି, ଯିଏ କ୍ଷମତା ଦେଲେ ସେ ଦାୟୀ’ -‘ଯେଉଁମାନେ ତାଙ୍କୁ ଗ୍ରହଣ କରି କ୍ରୀତଦାସ ସାଜିଥିଲେ ସେମାନେ ଏବେ ଲୁଚୁଛନ୍ତି’ #Politics #Odisha #BJD #Naveen #Soumya #ganatantraodisha
1.
What's Your Reaction?