#ତିନୋଟି_ପଏଣ୍ଟ_ଉପରେ_ନିଷ୍ପତ୍ତି- ମୋଦି
#ତିନୋଟି_ପଏଣ୍ଟ_ଉପରେ_ନିଷ୍ପତ୍ତି- ମୋଦି -ଆଦମପୁରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ -କାଲିଠୁ କହି ସାରିଛି ତିନୋଟି ପଏଣ୍ଟ ଉପରେ ନିଷ୍ପତ୍ତି ହୋଇଛି -ଆତଙ୍କବାଦୀ ଆକ୍ରମଣ ହୁଏ, ଆମେ ଆମ ଉପାୟରେ କାର୍ଯ୍ୟ କରିବୁ -ଦ୍ୱିତୀୟତଃ କୌଣସି ପରମାଣୁ ବ୍ଲାକମେଲ୍ ସହ୍ୟ କରିବୁ ନାହିଁ -ତୃତୀୟତଃ ଆମେ ଆତଙ୍କବାଦକୁ ସମର୍ଥନ କରୁଥିବା ସରକାର... -... ମାଷ୍ଟରମାଇଣ୍ଡମାନଙ୍କୁ ପୃଥକ ସଂସ୍ଥା ଭାବରେ ଦେଖିବୁ ନାହିଁ -ବିଶ୍ୱ ମଧ୍ୟ ଭାରତର ନୂତନ ରୂପ ଓ ବ୍ୟବସ୍ଥାକୁ ବୁଝି ଆଗକୁ ବଢ଼ୁଛି #NarendraModi #OperationSindoor #AdampurAirBase
1.
What's Your Reaction?