ଅଲ୍ ଓଡି଼ଶା ବଢି ବିଲିଂ ଆଣ୍ଡ ଫିଟନେସ୍ ଏସୋସିଏସନ୍ ପକ୍ଷରୁ "ମିଷ୍ଟର ଏଣ୍ଡ ମିସ୍ ଇଣ୍ଡିଆ-2026" ଆୟୋଜନ

ଅଲ୍ ଓଡି଼ଶା ବଢି ବିଲିଂ ଆଣ୍ଡ ଫିଟନେସ୍ ଏସୋସିଏସନ୍ ପକ୍ଷରୁ "ମିଷ୍ଟର ଏଣ୍ଡ ମିସ୍ ଇଣ୍ଡିଆ-2026" ଆୟୋଜନ ଭୁବନେଶ୍ବର: ଅଲ୍‌ ଓଡି଼ଶା ବଢି ବିଲିଂ ଆଣ୍ଡ ଫିଟନେସ୍ ଏସୋସିଏସନ୍‌ ପକ୍ଷରୁ "ମିଷ୍ଟର ଏଣ୍ଡ ମିସ୍ ଇଣ୍ଡିଆ-2026" ପ୍ରତିଯୋଗିତା ଆସନ୍ତା ଫେବୃଆରୀ 25 ଓ 26, 2026 ତାରିଖରେ ଭୁବନେଶ୍ବରସ୍ଥିତ Bhanja Kala Mandap ରେ ଆୟୋଜିତ ହେବ ଏହି ବର୍ଷ ଏସୋସିଏସନ୍ ପକ୍ଷରୁ ପ୍ରତିଯୋଗିତାକୁ ୫ଟି ବିଭାଗରେ ବିଭକ୍ତ କରାଯାଇଛି ସିନିୟର ମେଡ୍ ଫିଜିକ୍ ସିନିୟର ବଡି ବିଲ୍ଡ କ୍ଲାସିକ୍ ବଡି ବିଲ୍ଡ ମହିଳା ବଡି ବିଲ୍ଡ ଶାରୀରିକ ଭାବେ ଅସକ୍ଷମ ବିଭାଗ ପ୍ରତ୍ୟେକ ବିଭାଗରେ ନିମ୍ନଲିଖିତ ପୁରସ୍କାର ରାଶି ଦିଆଯିବ I ପ୍ରଥମ ପୁରସ୍କାର – 10,000/- ଦ୍ଵିତୀୟ ପୁରସ୍କାର – 37,000/- ତୃତୀୟ ପୁରସ୍କାର - 5,000/- ଚତୁର୍ଥ ପୁରସ୍କାର – 3,000/- ออก ฉุดจด - 12,000/- ପ୍ରବେଶ ଶୁଳ୍କ: * ପ୍ରତ୍ୟେକ ବିଭାଗ ପାଇଁ - ₹2,500/- * ଦୁଇଟି ବିଭାଗ ପାଇଁ – 4,500/- * ତିନୋଟି ବିଭାଗ ପାଇଁ - 6,000/- ରାଷ୍ଟ୍ରୀୟ ସ୍ତରର ଏହି ବଡ଼ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀମାନେ ଯୋଗଦେବେ ବୋଲି ଆୟୋଜକମାନେ ଆଶା କରିଛନ୍ତି I ଆଗ୍ରହୀ ପ୍ରତିଯୋଗୀମାନେ ନିମ୍ନୋକ୍ତ ସଂପର୍କ ସଂଖ୍ୟାରେ ଯୋଗାଯୋଗ କରିପାରିବେ

Feb 23, 2026 - 14:01
 0  13
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା