#ସିନ୍ଧୁ_ଜଳ_ଚୁକ୍ତି_ପଢ଼ିଲେ_ଆଶ୍ଚର୍ଯ୍ୟ_ହେବେ’

‘#ସିନ୍ଧୁ_ଜଳ_ଚୁକ୍ତି_ପଢ଼ିଲେ_ଆଶ୍ଚର୍ଯ୍ୟ_ହେବେ’ -ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ -୧୯୬୦ ସିନ୍ଧୁ ଜଳ ଚୁକ୍ତିନାମା ଅଧ୍ୟୟନ କରନ୍ତି, ଆଶ୍ଚର୍ଯ୍ୟ ହୋଇଯିବେ -ଜମ୍ମୁ-କାଶ୍ମୀର ନଦୀ ଉପରେ ନିର୍ମିତ ଡ୍ୟାମ୍‌ ସଫା କରାଯିବନି ନିଷ୍ପତ୍ତି ହୋଇଥିଲା -ଡ୍ୟାମ୍‌ର ତଳ ଗେଟ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା- ମୋଦି -୬୦ ବର୍ଷ ଧରି, ଏହି ଗେଟ୍‌ଗୁଡ଼ିକ କେବେ ଖୋଲାଯାଇ ନଥିଲା -ଯେଉଁ ଜଳଭଣ୍ଡାର ୧୦୦% କ୍ଷମତାରେ ପୂରଣ କରାଯିବା କଥା -ତାହା ଏବେ ମାତ୍ର ୨% କିମ୍ବା ୩%କୁ ହ୍ରାସ ପାଇ ସାରିଛି -ବର୍ତ୍ତମାନ ମୁଁ କିଛି କରିନାହିଁ, ଲୋକମାନେ ଝାଳ ବୁହାଉଛନ୍ତି -ଡ୍ୟାମ୍‌ ସଫା ପାଇଁ ଛୋଟ ଗେଟ୍‌ ଖୋଲିଛୁ, ପାକିସ୍ତାନରେ ବନ୍ୟା ଆସିଛି #IndusWaterTreaty #PMModi #Pakistan

May 27, 2025 - 15:00
 0  20
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା