ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ନାମାଙ୍କନ ଦାଖଲ ପରେ #ନବୀନ_ପଟ୍ଟନାୟକଙ୍କ ପ୍ରତିକ୍ରିୟା

ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ନାମାଙ୍କନ ଦାଖଲ ପରେ #ନବୀନ_ପଟ୍ଟନାୟକଙ୍କ ପ୍ରତିକ୍ରିୟା ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ଉଭୟ ପ୍ରାର୍ଥୀ ବାଜିମାତ କରିବେ କହିଲେ ନବୀନ କଂଗ୍ରେସ ଓ ବିଜେଡି ମେଣ୍ଟ ପ୍ରଶ୍ନରେ ନବୀନଙ୍କ ଉତ୍ତର ସମୟ ହିଁ ଭବିଷ୍ୟତ ସ୍ଥିର କରେ: ନବୀନ ଧର୍ମ ନିରପେକ୍ଷତା ପ୍ରସଙ୍ଗ ନେଇ ନବୀନଙ୍କୁ ପ୍ରଶ୍ନ ନବୀନ କହିଲେ ସମୟ ହିଁ ସବୁବେଳେ ଇତିହାସ ସୃଷ୍ଟି କରେ @Naveen_Odisha

Mar 5, 2026 - 16:27
 0  15
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା