#ଅଚ୍ୟୁତଙ୍କ_ଦୁର୍ନୀତିକୁ_ବିଜେଡି_ସୁରକ୍ଷା
#ଅଚ୍ୟୁତଙ୍କ_ଦୁର୍ନୀତିକୁ_ବିଜେଡି_ସୁରକ୍ଷା ଖୋଲୁଛି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜମି କେଳେଙ୍କାରୀ ଫର୍ଦ୍ଦ ଅଚ୍ୟୁତଙ୍କ ଜମି କେଳେଙ୍କାରୀକୁ ସୁରକ୍ଷା ଦେଉଥିଲା ବିଜେଡି ସରକାର ବିଧାନସଭା ଦସ୍ତାବିଜ୍ରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ ସବୁ ଜାଣି କିଟ୍ ଜମି କେଳେଙ୍କାରୀ ଘଣ୍ଟ ଘୋଡ଼ାଉଥିଲେ ନବୀନ ସରକାର ଭୁବନେଶ୍ବର ପଥରଗାଡ଼ିଆ ମୌଜାରେ କିଟ୍ର 18 ଏକର ଜଙ୍ଗଲ ଜମି ଜବରଦଖଲ କିଟ୍ର ଜବରଦଖଲ ନେଇ ଗୃହରେ ତଥ୍ୟ ରଖିଥିଲେ ଖୋଦ୍ ନବୀନ ସରକାର 2016 ମାର୍ଚ୍ଚରେ ଉତ୍ତର ରଖିଥିଲେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ବିକ୍ରମ୍ ଆରୁଖ କିଟ୍ଠାରୁ ଜମି ଜବରଦଖଲମୁକ୍ତ କରିବାକୁ ମାମଲା ବି ହୋଇଥିଲା ଜମି ଜବରଦଖଲକାରୀଙ୍କୁ ଦଳରେ ମିଶାଇ ସୁରକ୍ଷା ଦେଲା ବିଜେଡି ଅଚ୍ୟୁତଙ୍କ ବେଆଇନ କାରନାମା ଉପରେ ପରଦା ପକାଇଥିଲେ ନବୀନ ସରକାର ଅଚ୍ୟୁତଙ୍କ ଜମି କେଳେଙ୍କାରୀ ନେଇ କାହିଁକି 8 ବର୍ଷ ଚୁପ୍ ରହିଲା ବିଜେଡି ସରକାର ? @bjd_odisha @achyuta_samanta @KIITUniversity
1.
What's Your Reaction?