#ବିଜେଡିକୁ_ଇଙ୍ଗିତ_କଲେ_ପ୍ରଦୀପ_ପାଣିଗ୍ରାହୀ
#ବିଜେଡିକୁ_ଇଙ୍ଗିତ_କଲେ_ପ୍ରଦୀପ_ପାଣିଗ୍ରାହୀ -ଚିକିଟି ମଦ ମୃତ୍ୟୁ ଘଟଣାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା -ପ୍ରେସ୍ମିଟ୍ରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ର ଗସ୍ତକୁ ସମାଲୋଚନା -‘ସରକାରରେ ଥିଲା ବେଳେ ଏମିତି ଯଦି କରିଥାଆନ୍ତେ ଭଲ ହୋଇଥାନ୍ତା’ -ଏବେ ନବୀନ ବାବୁ ଟିକେ ଆକ୍ଟିଭ୍ ଅଛନ୍ତି କହିଲେ ପ୍ରଦୀପ ପାଣିଗ୍ରାହୀ -‘ଅବକାରୀ ନୀତି କଡ଼ାକଡ଼ି କରିବା ଆବଶ୍ୟକତା ରହିଛି’ -‘ତଦନ୍ତ ପରେ ସବୁ କଥା ପଦାକୁ ଆସିବ, ଯେଭଳି ଆଗକୁ ଏପରି ହେବନି’ #Chikiti #BJPMP #PradeepPanigrahy
1.
What's Your Reaction?