#ପ୍ରତାପ_ଜେନା_୧୩_ନମ୍ବର_ମୁଦାଲା
#ପ୍ରତାପ_ଜେନା_୧୩_ନମ୍ବର_ମୁଦାଲା - ଡବଲ ମର୍ଡର ମାମଲାରେ ପ୍ରତାପ ଜେନା ଥିଲେ ୧୩ ନମ୍ବର ମୁଦାଲା -ପୂର୍ବତନ ମନ୍ତ୍ରୀ ବିଜେଡି ନେତା ପ୍ରତାପ ଜେନା ଥିଲେ ୧୩ ନମ୍ବର ମୁଦାଲା -ଏତଲାରେ ପ୍ରତାପଙ୍କ ନାଁ ରଖିଥିଲେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ -ପୋଲିସ ଚାର୍ଜସିଟ୍ରେ ପ୍ରତାପଙ୍କ ନାଁ ନରଖିବାରୁ କୋର୍ଟରେ ଅପିଲ୍ ହୋଇଥିଲା -ପରେ କୋର୍ଟଙ୍କ ଆଦେଶରେ ପ୍ରତାପଙ୍କ ନାଁକୁ ସାମିଲ କରାଯାଇଥିଲା -ନିଜ ନାଁକୁ ବାଦ୍ ଦେବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତାପ -ହାଇକୋର୍ଟ ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଛନ୍ତି #Mahanga #DoubleMurder #Salepur
1.
What's Your Reaction?