କୋରାପୁଟ ଜିଲ୍ଲାରେ ବ୍ରୟଲର କୁକୁଡ଼ା ପାଳନ ସମ୍ପର୍କରେ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।
କୋରାପୁଟ ଜିଲ୍ଲାରେ ବ୍ରୟଲର କୁକୁଡ଼ା ପାଳନ ସମ୍ପର୍କରେ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ରୟଲର କୁକୁଡ଼ା ପାଳନ ପାଇଁ ଆଗ୍ରହୀ ଚାଷୀଙ୍କୁ ଟ୍ରେନିଂ ଦିଆଯାଇଛି ଆଗାମୀ ଦିନରେ ଏହି ପ୍ରକ୍ରିଯାକୁ ତ୍ବରାନ୍ବିତ କରାଯିବ। (1/2)
1.
What's Your Reaction?