#ପୀଡ଼ିତା_ଠିକ୍‌_ନା_ଡିସିପି_ଠିକ୍‌ ?

#ପୀଡ଼ିତା_ଠିକ୍‌_ନା_ଡିସିପି_ଠିକ୍‌ ? -ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା -ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ଉକ୍ତିକୁ ନେଇ ଉଠିଲା ପ୍ରଶ୍ନ -ପୀଡ଼ିତାଙ୍କ କଥା ଠିକ୍‌ ନା ଡିସିପିଙ୍କ କଥା ଠିକ୍‌ ତାକୁ ନେଇ ଉଠିଲା ପ୍ରଶ୍ନ -କାଲି ପୀଡ଼ିତା କହିଥିଲେ ଯେ ତାଙ୍କୁ ଥାନାରେ ଏକାଧିକ ପୋଲିସ ପିଟିଥିଲେ -ଘୋଷାଡ଼ି ମାଡ଼ ମାରିବା ସହ ତାଙ୍କୁ ଯୌନ ନିର୍ଯାତନା ବି ଦେଇଥିଲେ -ଥାନା ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ -ପୀଡ଼ିତାଙ୍କ ମନ୍ତବ୍ୟ ପରେ ଏବେ ଡିସିପିଙ୍କ କଥାର ସତ୍ୟତାକୁ ନେଇ ପ୍ରଶ୍ନ -ଏଏନ୍‌ଆଇକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ବାନ୍ଧବୀଙ୍କୁ ଦୋଷାରୋପ କଲେ -ଥାନାରେ ପହଞ୍ଚି ଉଭୟ ହଙ୍ଗାମା କରିଥିବା, ଦୁର୍ବ୍ୟବହାର କରିଥିବା କହିଲେ -‘ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଗାଳି କରିଥିଲେ’ #BharatpurPolice #DCP #ArmyMajor

Sep 20, 2024 - 14:49
 0  15
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା