ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଆଜି ଲୋକସେବା ଭବନ ଠାରେ ଆୟୋଜିତ 'ନିଯୁକ୍ତି ମେଳା'ରେ ଯୋଗଦେଇ ନବ ନିଯୁକ୍ତ ୨୮୪ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଆଜି ଲୋକସେବା ଭବନ ଠାରେ ଆୟୋଜିତ 'ନିଯୁକ୍ତି ମେଳା'ରେ ଯୋଗଦେଇ ନବ ନିଯୁକ୍ତ ୨୮୪ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରି ଆମ ସରକାର ନିଯୁକ୍ତି ପ୍ରଦାନ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ବିଶେଷ ପ୍ରାଧାନ୍ୟ ଦେଉଛୁ ବୋଲି କହିଛନ୍ତି । ଏହି ଅବସରରେ ଦୁଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1, ଶ୍ରୀମତୀ @PravatiPOdisha, ଦୁଇ ମନ୍ତ୍ରୀ ଶ୍ରୀ @BibhutiJena93 ଏବଂ ଡ. @MahalingMukesh ଉପସ୍ଥିତ ରହିଥିଲେ ।
1.

What's Your Reaction?