#ସରକାରୀ_କ୍ବାର୍ଟର_ଭଡ଼ାରେ ପଞ୍ଚାୟତିରାଜ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣା
#ସରକାରୀ_କ୍ବାର୍ଟର_ଭଡ଼ାରେ ପଞ୍ଚାୟତିରାଜ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣା ରମେଶଙ୍କର ୩ଟି କୋଠା, ୫ଟି ପ୍ଲଟ ଠାବ ଭୁବନେଶ୍ବର ସରକାରୀ କ୍ବାର୍ଟରକୁ ବି ଭଡ଼ାରେ ଦେଇଥିଲେ ରମେଶ ୩ ଜଣଙ୍କୁ ଭଡ଼ା ଦେଇ ମାସିକ ୧୨ ହଜାର ଟଙ୍କା ଭଡ଼ା ନେଉଥିଲେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଚଢ଼ାଉ @OdishaVigilance
1.
What's Your Reaction?