ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କୋଲାବିରା ବ୍ଲକ ସମାସିଂହା ଗ୍ରାମପଞ୍ଚାୟତର ଚାଷୀ ଭାଇମାନେ ୨୦୨୩-୨୪ ମସିହାର ଫସଲ ବୀମା ଟଙ୍କା ପାଇନଥିବାରୁ ନାହିଁ ନଥିବା ଅସୁବିଧାର
ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କୋଲାବିରା ବ୍ଲକ ସମାସିଂହା ଗ୍ରାମପଞ୍ଚାୟତର ଚାଷୀ ଭାଇମାନେ ୨୦୨୩-୨୪ ମସିହାର ଫସଲ ବୀମା ଟଙ୍କା ପାଇନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ତ୍ୱରିତ ସମଧାନ ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ତଥା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଗଲା। ଯଥାଶୀଘ୍ର ବୀମା କମ୍ପାନୀ ଜରିଆରେ ଚାଷୀ ଭାଇମାନଙ୍କୁ ସେମାନଙ୍କ ପ୍ରାପ୍ୟ ରାଶି ପ୍ରଦାନ କଲେ ସେମାନେ ଉପକୃତ ହେବେ। #jharsuguda
1.
What's Your Reaction?