ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ । ସାର୍ବଜନୀନ ହେବ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ । ଏନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି, ଆଗାମୀ ଦିନରେ ଶୀଘ୍ର ନିଷ୍ପତ୍ତି । ଶୀଘ୍ର ତଦନ୍ତ କମିଶନ ରିପୋର୍ଟ ଓ ଅନ୍ୟ ଦିଗ ସଂପର୍କରେ ନିଷ୍ପତ୍ତି ନିଆଯିବ । #SwamiLakshmanananda #Odisha
1.
What's Your Reaction?