ସ୍ଵାମୀଜୀ_ହତ୍ୟା_ମାମଲା: #ସବ୍ୟସାଚୀ_ପଣ୍ଡା_ହାଜର

ସ୍ଵାମୀଜୀ_ହତ୍ୟା_ମାମଲା: #ସବ୍ୟସାଚୀ_ପଣ୍ଡା_ହାଜର ବାଲିଗୁଡ଼ା: ବହୁଚର୍ଚ୍ଚିତ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣା ବାଲିଗୁଡ଼ା ADJ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଆଜି ହୋଇଛି ଚାର୍ଜଫ୍ରେମ୍ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ 4 ଅନୁଗତଙ୍କ ହତ୍ୟା ଘଟଣାରେ ଚାର୍ଜଫ୍ରେମ୍ #Baliguda #SwamiLaxmananandSaraswati

Sep 24, 2024 - 16:38
 0  10
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା