ଓଡ଼ିଶାର ମନ୍ନତା ମିଶ୍ର #NationalAquaticChampionships ର ୨୦୦ମି. ବ୍ରେଷ୍ଟଷ୍ଟ୍ରୋକ୍ (କନିଷ୍ଠ) ବାଳିକା ବର୍ଗରେ ???? ହାସଲ କରିଛନ୍ତି। ଏଥିପାଇଁ ସେ ବହୁତ୍ ପରିଶ୍ରମ କରିଥିଲେ ଏବଂ ଆଗାମୀ ପ୍ରତିଯୋଗିତାରେ ସେ ଏହିପରି ପରିଶ୍ରମ ଜାରି ରଖି ରାଜ୍ୟ ପାଇଁ ପଦକ ଜିତିବାକୁ ଆଶା ରଖିଛନ୍ତି।
What's Your Reaction?