ଜଙ୍ଗଲ ବିଭାଗ ପକ୍ଷରୁ ଆନନ୍ଦବନ ପରିସରରେ #rakhyabandhan କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଯୋଗଦେଇ କହିଛନ୍ତି, ମାନବ ସମାଜର ସୁରକ୍ଷା ପାଇଁ ପରିବେଶ ସୁରକ୍ଷା ନିତ୍ୟାନ୍ତ ଜରୁରି । #ForestDepartment #theganatantraodisha #BREAKING
What's Your Reaction?