#ତ୍ରିରଙ୍ଗା_ଉଡ଼ାଇଲେ_ମୋଦି ଦିଲ୍ଲୀ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି…‘#ମହିଳାଙ୍କ_ଉପରେ_ଅତ୍ୟାଚାର_ଚିନ୍ତାଜନକ’ ମହିଳା ବିରୋଧୀ ଅପରାଧକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ମୋଦି। ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାର ବିଷୟ। ଏଥିପାଇଁ ଦେଶ, ସମାଜ, ରାଜ୍ୟ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ଉଚିତ। #IndependenceDay #PMModi #RedFort #IndependenceDay #PMModi #RedFort #theganatantraodisha #BreakingNews #BJP #india #delhi

Aug 15, 2024 - 20:45
 0  8

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା