OSSSCରେ ବ୍ୟାପକ ଅନିୟମିତତା ଓ ଜଟିଳ ବ୍ୟବସ୍ଥା ବିରୁଦ୍ଧରେ #CAUOdisha ତରଫରୁ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା।
OSSSCରେ ବ୍ୟାପକ ଅନିୟମିତତା ଓ ଜଟିଳ ବ୍ୟବସ୍ଥା ବିରୁଦ୍ଧରେ #CAUOdisha ତରଫରୁ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା। ସଂଗଠନର ଛ ଜଣିଆ ପ୍ରତିନିଧି ଦଳ ଦାବି ଉପସ୍ଥାପନା କରିଥିଲେ। ଦୁଇ ଘଣ୍ଟା ଧରି ସମସ୍ତ ଦାବି ଶୁଣିବା ପରେ ଓସସସସ ସଚିବ ତିନି ଦିନ ମଧ୍ୟରେ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ଦାବି ପୂରଣ ନହେଲେ , ୟେ ଆରମ୍ଭ ମାତ୍ର ...
1.
What's Your Reaction?