#ସେପ୍ଟେମ୍ବର_୧୭ରେ_ମିଳିବ_ପ୍ରଥମ_କିସ୍ତି_ସୁଭଦ୍ରା

#ସେପ୍ଟେମ୍ବର_୧୭ରେ_ମିଳିବ_ପ୍ରଥମ_କିସ୍ତି_ସୁଭଦ୍ରା -‘ସୁଭଦ୍ରା’ ଯୋଜନା ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମିଳିବ -ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା -ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘୋଷଣା କଲେ -ରାକ୍ଷୀ ପୂର୍ଣ୍ଣିମା ଶେଷ ହୋଇଥିଲେ ବି ସେପ୍ଟେମ୍ବର ୧୭ରେ ମିଳିବ -ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରି ପ୍ରଥମ କିସ୍ତି ଟଙ୍କା ଦେବେ -ଗତ ଜୁଲାଇ ୧ ସୁଦ୍ଧା ୨୧ ବର୍ଷ ପୂରଣ କରିଥିବା ହିତାଧିକାରୀ ପାଇବେ #SubhadraYojana #Politics #Odisha

Aug 25, 2024 - 00:03
 0  9
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା