#କୋର୍ଟରେ_ହାଜର_ନିଶା_ମହାରଣା ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ମାମଲା

#କୋର୍ଟରେ_ହାଜର_ନିଶା_ମହାରଣା ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ମାମଲା ବଲାଙ୍ଗୀର କୋର୍ଟରେ ନିଶା ମହାରଣା ହାଜର ଓକିଲଙ୍କ ସହ ବଲାଙ୍ଗୀର SDJM କୋର୍ଟରେ ହେଲେ ହାଜର ପୂର୍ବରୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିଲେ ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ ଦେଇଥିଲେ ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଜାନୁଆରୀ ୧୨ରେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ୧୪ରେ ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲା #Ganatantraodisha #ganatantraodisha #NishaMaharana #Bolangir #SDJMCOURT #highcourt

Feb 10, 2026 - 16:26
 0  14
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା