#ପୁଣି_ମଝି_ଚିଲିକାରେ_ଫସିଲା_ଯାତ୍ରୀବାହୀ_ଡଙ୍ଗା
-ଡଙ୍ଗାରେ ଅଛନ୍ତି ୫୦ରୁ ଊର୍ଦ୍ଧ ଯାତ୍ରୀ, ୧୫ଟି ବାଇକ୍ -ମେସିନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଫସିରହିଛି ଡଙ୍ଗା -ସାତପଡ଼ାରୁ ଜହ୍ନିକୁଦା ଅଭିମେଖେ ଯିବାବେଳେ ଫସିରହିଛି -ଉଦ୍ଧାର ପାଇଁ ଚିଲିକା ମଝିରେ ପହଞ୍ଚିଲା ଆଉ ଏକ ଡଙ୍ଗା #Chilika #Boat @DChilika
1.
What's Your Reaction?