#ପୁଣି_ଚର୍ଚ୍ଚାରେ_କଣ୍ଟାବାଞ୍ଜି_ବିଧାୟକ_ଲକ୍ଷ୍ମଣ_ବାଗ୍

#ପୁଣି_ଚର୍ଚ୍ଚାରେ_କଣ୍ଟାବାଞ୍ଜି_ବିଧାୟକ_ଲକ୍ଷ୍ମଣ_ବାଗ୍ ସେନାଙ୍କ ସମ୍ମାନରେ 1.5 ଲକ୍ଷ ଦାନ କଲେ ଲକ୍ଷ୍ମଣ ବାଗ୍ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ନିଜ ଦରମାରୁ ଦେଲେ ଲକ୍ଷେ 5 ହଜାର ଅପରେସନ ସିନ୍ଦୂରର ସଫଳତା ନେଇ ସେନାଙ୍କୁ ସମ୍ମାନ ଜଣାଇ ଦାନ କଲେ କଣ୍ଟାବାଞ୍ଜି ତହସିଲଦାର ବିଶ୍ଵନାଥ ଖାଲକୋଙ୍କ ଜରିଆରେ PM ରିଲିଫ ପାଣ୍ଠିକୁ ଦାନ ଏକ ଲକ୍ଷ 5 ହଜାରର ଏକ ଚେକ୍ ପ୍ରଦାନ କଲେ କଣ୍ଟାବାଞ୍ଜି ବିଧାୟକ #Bolangir #Kantabanji #MLALaxmanBag

May 21, 2025 - 21:26
 0  12
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା