#ବର୍ଷେ_ଭିତରେ_୨୦୬_ଶିଳ୍ପକୁ_ଅନୁମୋଦନ
‘#ବର୍ଷେ_ଭିତରେ_୨୦୬_ଶିଳ୍ପକୁ_ଅନୁମୋଦନ’ -ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ -୫ ବର୍ଷ ଭିତରେ ଯାହା ହୋଇ ନ ଥିଲା, ବର୍ଷକରେ ହୋଇଛି -ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ -‘ଉତ୍କର୍ଷ ଓଡ଼ିଶାରେ ୧୩ ଲକ୍ଷ କୋଟି ଟଙ୍କାର MOU ହୋଇଥିଲା’ -‘MOU ପରେ ଗ୍ରାଉଣ୍ଡ ବ୍ରେକିଂରେ ବିଜେପି ସରକାର ସଫଳ ହୋଇଛି’ -‘ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ, ୩୦ ହଜାର ନିଯୁକ୍ତି ମିଳିବ’ -‘କଳିଙ୍ଗ ନଗରରେ ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି’ -‘ଗଞ୍ଜାମ ଛତ୍ରପୁର ଠାରେ ୧୨ଟି କମ୍ପାନୀ ସହ MOU’ -‘ଉତ୍କର୍ଷ ଓଡ଼ିଶାର ୪ ମାସରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ’ -‘୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ, ୧ ଲକ୍ଷ ୧୦ହଜାର ନିଯୁକ୍ତି ପାଇବେ’ -୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଭିତ୍ତି ସ୍ଥାପନ ହୋଇଛି’- ମୁଖ୍ୟମନ୍ତ୍ରୀ -‘୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା’ #Odisha #ganatantraodisha #CM #MohanMajhi
1.
What's Your Reaction?