#ନାବାଳିକା_ଅପହରଣକାରୀଙ୍କୁ_ଧରିଲେ_ମିଳିବ_ଲକ୍ଷେ_ଟଙ୍କା

#ନାବାଳିକା_ଅପହରଣକାରୀଙ୍କୁ_ଧରିଲେ_ମିଳିବ_ଲକ୍ଷେ_ଟଙ୍କା ୩ ଅପହରଣକାରୀଙ୍କ ଫଟୋ ଜାରି କଲା କମିଶନରେଟ୍ ପୋଲିସ ୨୦୨୪ରେ ନାବାଳିକାକୁ ଅପହରଣ କରିଥିଲେ ୩ ଯୁବକ ଭୁବନେଶ୍ବରରେ ରହୁଥିବା ନୟାଗଡ଼ର ନାବାଳିକାକୁ ଅପହରଣ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଅଭିଯୋଗ #Bhubaneswar @cpbbsrctc #ganatantraodisha

Aug 30, 2025 - 12:35
 0  11
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା