ପ୍ୟାରିସ ଅଲିମ୍ପିକରେ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ମୁଁ ଅଭିନନ୍ଦନ ଜଣାଉଛି। ଏହି ବ୍ରୋଞ୍ଜ ପଦକ ହକି ପ୍ରତି ଆମର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ। ଓଡ଼ିଶାବାସୀ ଏହି ସଫଳତାକୁ ନେଇ ଗର୍ବିତ। ସମସ୍ତ ଖେଳାଳିଙ୍କୁ ମୁଁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଛି। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରୁଛି। ଜୟ ହିନ୍ଦ ????????
What's Your Reaction?