ଆମ ଦେଶରେ ୟୁସିସି ଲାଗୁ ହେବା ଉଚିତ, ଗୋହତ୍ୟା ବନ୍ଦ ହେବା ଉଚିତ କିନ୍ତୁ ଏହା କରିବା ସରକାରଙ୍କ କାମ ନୁହେଁ | ~ହିମନ୍ତା ବିଶ୍ଵଶର୍ମା, ଆସାମ ମୁଖ୍ୟମନ୍ତ୍ରୀ~
ଆମ ଦେଶରେ ୟୁସିସି ଲାଗୁ ହେବା ଉଚିତ, ଗୋହତ୍ୟା ବନ୍ଦ ହେବା ଉଚିତ କିନ୍ତୁ ଏହା କରିବା ସରକାରଙ୍କ କାମ ନୁହେଁ | ~ହିମନ୍ତା ବିଶ୍ଵଶର୍ମା, ଆସାମ ମୁଖ୍ୟମନ୍ତ୍ରୀ~ ସାମ୍ବାଦିକ: ସମ୍ବିଧାନରେ ଲେଖାଅଛି କି ଗୋହତ୍ୟା ହେବା ଉଚିତ ନୁହେଁ | ହିମନ୍ତା ବିଶ୍ଵଶର୍ମା: ହଁ | ସାମ୍ବାଦିକ: କିନ୍ତୁ ଏବେ ବିଫ ଏକ୍ସପୋର୍ଟରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଅଛି | ହିମନ୍ତା ବିଶ୍ଵଶର୍ମା: ରହିବା ଉଚିତ ନୁହେଁ ବନ୍ଦ କରିବାର ଅଛି | ସାମ୍ବାଦିକ: ଏବେ ଗୃହମନ୍ତ୍ରାଳୟ ଏବଂ ସରକାର ଯେହେତୁ ଆପଣଙ୍କ ହାତରେ ଅଛି ଆପଣ ଗୋହତ୍ୟା ବନ୍ଦ କରୁନାହାନ୍ତି କାହିଁକି? ହିମନ୍ତା ବିଶ୍ଵଶର୍ମା: ମୁଁ ଏୟା କହୁଛି ଆମକୁ କରିବା ଉଚିତ, ଦେଶରେ ମାହୋଲ ବନିବା ଉଚିତ | ଆମ ଦେଶରେ ୟୁସିସି ଲାଗୁ ହେବା ଉଚିତ, ଗୋହତ୍ୟା ବନ୍ଦ ହେବା ଉଚିତ କିନ୍ତୁ ଏହା କରିବା ସରକାରଙ୍କ କାମ ନୁହେଁ | ଯଦି ୟୁସିସି ଲାଗୁ କରିବା ଏବଂ ଗୋହତ୍ୟା ବନ୍ଦ କରିବା ସରକାରଙ୍କର କାମ ନୁହେଁ ତେବେ କାହାର?
1.
What's Your Reaction?