#ବାହାରେ_ଥିବା_ମହିଳା_ପାଇବେ_ସୁଭଦ୍ରା

#ବାହାରେ_ଥିବା_ମହିଳା_ପାଇବେ_ସୁଭଦ୍ରା -‘ସୁଭଦ୍ରା’ ଆବେଦନ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା -ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ ଦେଲେ ବଡ଼ ସୂଚନା -‘ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି’ -‘ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି’ -‘ସୋମାନଙ୍କୁ ଅନୁରୋଧ, ଜଲ୍‌ଦି ଆବେଦନ କରନ୍ତୁ, ଟଙ୍କା ଦେବୁ’ -‘ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ଟଙ୍କା’ #subhadrayojana #Pravatiparida

Jan 21, 2025 - 21:28
 0  14
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା