#ଇନାମୀ_ମାଓବାଦୀ_ଜୟରାମ_ମୃତ
ଓଡ଼ିଶା ଓ ଛତିଶଗଡ଼ର ୧୦ଟି ଟିମ୍ ଅପରେସନରେ ସାମିଲ କୋଟିଏ ଟଙ୍କାର #ଇନାମୀ_ମାଓବାଦୀ_ଜୟରାମ_ମୃତ ୪ଟି ରାଇଫଲ, ୮ଟି ଦେଶୀ ବନ୍ଧୁକ, ୪ ମାଗାଜିନ ଓ ୧୦ ଗୁଳି ଜବତ ଗୁଳି ବିନିମୟରେ ଜଣେ SOG ଯବାନ ଆହତ, ହସ୍ପିଟାଲକୁ ସ୍ଥାନାନ୍ତରିତ ଗତ ୨୧ ଦିନରେ ମଲେଣି ୫୦ରୁ ଅଧିକ ମାଓବାଦୀ @odisha_police @CG_Police @SPNUAPADA
1.
What's Your Reaction?