#ସମୁଦ୍ରରେ_ବୁଡ଼ି_ଛାତ୍ର_ମୃତ
#ସମୁଦ୍ରରେ_ବୁଡ଼ି_ଛାତ୍ର_ମୃତ ଗଞ୍ଜାମର ବଟେଶ୍ବର ନିକଟ ସମୁଦ୍ରରେ ବୁଡ଼ି ଛାତ୍ର ମୃତ ଛତ୍ରପୁର ମେଡିକାଲରେ ଅଭିଜିତ ସାହୁ ମୃତ ଘୋଷିତ ୫ ଜଣ ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ @SP_BERHAMPUR @odisha_police @DGFS_HGs_CD @sp_ganjam
1.
What's Your Reaction?