ନୂଆପଡା ଜିଲ୍ଲାର ଖଡିଆଳ ସମେତ ୫ଟି ବ୍ଲକରେ #HarGharTiranga2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଡିଆଳ ଏନଏସି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ବିଭିନ୍ନ ବର୍ଗର ନାଗରିକ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । @DM_Nuapada #theganatantraodisha #LatestNews #BreakingNews #Odisha #BJP #HarGharTiranga
What's Your Reaction?