ଆଜି ଗୃହନିର୍ମାଣ ଓ ନଗର ଉନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ @ushapadhee1996 ୧୧୫ଟି
ଆଜି ଗୃହନିର୍ମାଣ ଓ ନଗର ଉନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ @ushapadhee1996 ୧୧୫ଟି ପୌରାଞ୍ଚଳ ସହ ସୁଭଦ୍ରା ଯୋଜନାର ମାର୍ଗଦର୍ଶିକା ଉପରେ ଆଲୋଚନା କରିଥିଲେ I ମହିଳା ଓ ଶିଶୁକଲ୍ୟାଣ ବିଭାଗର ନିର୍ଦେଶିକା, ଉପସ୍ଥିତ ରହି ଏହି ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସମସ୍ତ ପୌରାଞ୍ଚଳକୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ
What's Your Reaction?