#ଗ୍ୟାଙ୍ଗୱାର: #ଜେଲ୍‌ରେ_ବଡ଼ଧରଣର_ଚଢ଼ାଉ -ବଲାଙ୍ଗିର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ

#ଗ୍ୟାଙ୍ଗୱାର: #ଜେଲ୍‌ରେ_ବଡ଼ଧରଣର_ଚଢ଼ାଉ -ବଲାଙ୍ଗିର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ -ବଲାଙ୍ଗିର ଜେଲ୍‌ରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ାଉ -ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ାଉ -ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯ ଅଫିସର ସାମିଲ -ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ -ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜେଲର୍‌ଙ୍କ ସନ୍ଦେହ #Gangwar #Bolangir #Jail

Aug 23, 2024 - 10:28
 0  12
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା