#ଓଡ଼ିଶାରେ_ଗଡ଼ିଲା_ନୂଆ_ବନ୍ଦେ_ଭାରତ_ଟ୍ରେନ

#ନୂଆ_ବନ୍ଦେ_ଭାରତ ଆସନ୍ତା ୧୫ରୁ ଦେଶରେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଚାଲିବ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ୧୦ଟି ବନ୍ଦେ ଭାରତରୁ ଓଡ଼ିଶାରେ ୩ଟି ଟ୍ରେନ ଚାଲିବ ଟାଟା-ବ୍ରହ୍ମପୁର, ରାଉରକେଲା-ହାଓଡା, ଦୁର୍ଗ-ବିଶାଖାପାଟଣା ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ @CMO_Odisha

Sep 10, 2024 - 21:00
 0  8
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା