ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଉପଲକ୍ଷେ କନ୍ଧମାଳସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମଠାରେ ଆୟୋଜିତ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାୟକଙ୍କ ସହ ଯୋଗଦାନ କରି ପୂର୍ଣ୍ଣାହୁତି ପ୍ରଦାନ କରିବାର ସୌଭାଗ୍ୟ ପ୍ରାପ୍ତ କଲି । ସମାଜ ସେବା, ଜନଜାତିଙ୍କ ଉତ୍ଥାନ ଏବଂ ଧର୍ମର ସୁରକ୍ଷା ପାଇଁ ପ୍ରାଣାହୁତି ଦେଇଥିବା ବେଦାନ୍ତ କେଶରୀ ସ୍ୱାମୀଜୀ ଦେଶର ପ୍ରତିଟି ବ୍ୟକ୍ତିର ମାନସପଟରେ ସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିଥିବେ ।
1.

What's Your Reaction?