#ଛିଃ_ବିଜେଡ଼ିନେତ୍ରୀଙ୍କ_ବାଜେକଥା ବିଜେଡ଼ି ନେତ୍ରୀ ସୁଲତାଙ୍କ ରତ୍ନ ଚୋରୀ ପ୍ରଳାପକୁ ନେଇ ଖପ୍ପା ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ । ମହାପ୍ରଭୁଙ୍କ ନାଁରେ ବିଜେଡି ସାଂସଦଙ୍କ ହୀନ ରାଜନୀତିକୁ ନେଇ କ୍ଷୁବ୍ଧ ଜଗନ୍ନାଥ ସ୍ୱାଇଁ ମହାପାତ୍ର । କହିଲେ ବିଜେଡି ନେତ୍ରୀଙ୍କ ଇଏ ପିଲାଳିଆମୀ । #sulatadeo #jagannath #socialtalk
1.
What's Your Reaction?