#ମହାପ୍ରଭୁ_ଜଗନ୍ନାଥଙ୍କ_ଦଶମୂଳ_ମୋଦକରୁ_ଚୋରି

#ମହାପ୍ରଭୁ_ଜଗନ୍ନାଥଙ୍କ_ଦଶମୂଳ_ମୋଦକରୁ_ଚୋରି ! -ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ଚୋରି ଅଭିଯୋଗ -୧୦ ଜଣ ରାଜବୈଦ୍ୟ ଦେଇଥିଲେ ୩୧୩ ମୋଦକ -୩୧୩ଟି ମୋଦକରୁ ୭୦ଟି କମ୍ ଅଛି -ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା ମୋଦକ -ପ୍ରଶାସକଙ୍କୁ ଚିଠି ଲେଖିଲେ ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ, କାର୍ଯ୍ୟାନୁଷ୍ଠାନ ଦାବି @SJTA_Puri #Puri

Jun 24, 2025 - 21:02
 0  19
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା