||ଶ୍ରୀଜିଉଙ୍କ କାଳୀୟଦଳନ ବେଶ ||

||ଶ୍ରୀଜିଉଙ୍କ କାଳୀୟଦଳନ ବେଶ || ଆଜି ହେଉଛି କାଳୀୟଦଳନ ଏକାଦଶୀ। ଏହା ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ପାଳନ କରାଯାଇଥାଏ।ଏହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁ କାଳୀୟଦଳନ ବେଶ ଧାରଣ କରିଥାନ୍ତି।ଏହି ଏକାଦଶୀକୁ ଅନ୍ନଦା ଏକାଦଶୀ ଏବଂ ଅଜା ଏକାଦଶୀ ରୂପେ ପାଳନ କରାଯାଇଥାଏ। #କାଳୀୟଦଳନଏକାଦଶୀ

Aug 30, 2024 - 08:56
 0  12
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା