#ଅକ୍ଷତ_ରହିବ_ଅଭିବୃଦ୍ଧି- ଶକ୍ତିକାନ୍ତ
#ଅକ୍ଷତ_ରହିବ_ଅଭିବୃଦ୍ଧି- ଶକ୍ତିକାନ୍ତ ଚଳିତ ଆର୍ଥିକ ବର୍ଷ ଅକ୍ଷତ ରହିବ ଦେଶର ଆର୍ଥିକ ଅଭିବୃଦ୍ଧି ପୂର୍ବ ଆକଳନ ଅନୁସାରେ 7.2% ଅଭିବୃଦ୍ଧି ହାସଲ କରିବ ଭାରତ CA ସମ୍ମିଳନୀ ପରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା ଆଗାମୀ ଦିନରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେବ #RBI #Bhubaneswar #Odisha
1.
What's Your Reaction?