#ପାର୍ସଲ_ବୋମା: #ସାକ୍ଷୀ_ଦେଲେ_ବୋଥ୍ରା
#ପାର୍ସଲ_ବୋମା: #ସାକ୍ଷୀ_ଦେଲେ_ବୋଥ୍ରା -ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣ -ପାଟଣାଗଡ଼ ଏଡିଜେ କୋର୍ଟରେ IPS ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ -ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା -ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍ର ସିଡି ଡିସ୍ପ୍ଲେ ପାଇଁ ଦାବି -କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ପ୍ରତିପକ୍ଷ ଓକିଲଙ୍କ ବିରୋଧ -ଏନେଇ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି -ବିସ୍ଫୋରଣରେ ନବବଧୂଙ୍କ ସ୍ବାମୀ ଓ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା #Patnagarh #ParcelBomb #ArunBothra
1.
What's Your Reaction?