#ଶ୍ରୀକ୍ଷେତ୍ର_ଜଗିବେ_୨୦୦_ପ୍ଲାଟୁନ୍‌

#ଶ୍ରୀକ୍ଷେତ୍ର_ଜଗିବେ_୨୦୦_ପ୍ଲାଟୁନ୍‌ -ପୁରୀ: ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍‌ -୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ -ଟ୍ରାଫିକ୍‌, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍‌ କଣ୍ଟ୍ରୋଲ ବ୍ୟବସ୍ଥା -ନୂଆ କରି ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା -ମୋଟ୍‌ ୨୭୫ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର -ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ନଜରରେ ରହିବ -ଲାଇଭ୍‌ ଫିଡ୍‌ ଦେଖି ସବୁ କିଛି କଣ୍ଟ୍ରୋଲ ରୁମ୍‌ରୁ କଣ୍ଟ୍ରୋଲ ହେବ -ଟ୍ରାଫିକ୍‌ ପାଇଁ ସ୍ବତନ୍ତ୍ର ପ୍ଲାନ୍‌ ଓ ଆଣ୍ଟି ଡ୍ରୋନ୍‌ ବି କାମ କରିବ -ପ୍ରାୟ ୨ ଶହ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ -ଆକାଶ ମାର୍ଗରୁ ଏରିୟଲ ସର୍ଭେ କରାଯିବ, ତୀକ୍ଷ୍‌ଣ ନଜର ରଖାଯିବ -ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରିବେ -ମୋଟ ୧୦ ହଜାର ପୋଲିସ ଶ୍ରୀକ୍ଷେତ୍ର ସୁରକ୍ଷାରେ ରହିବେ #Puri #RathaYatra

Jun 24, 2025 - 20:50
 0  21
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା