#ଘାଣ୍ଟ_ଖାଇଲେ_ମୁଖ୍ୟମନ୍ତ୍ରୀ
#ଘାଣ୍ଟ_ଖାଇଲେ_ମୁଖ୍ୟମନ୍ତ୍ରୀ #ପଖାଳ_ସହ_ବାଇଗଣ_ଭର୍ତ୍ତା ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ । ପଖାଳ ସହ ଖାଇଲେ ଶାଗ, ବଡିଚୁରା, ଛତୁ ବେସର ଏବଂ ସ୍ୱତନ୍ତ୍ର ଘାଣ୍ଟ । #MohanCharanMajhi #CM #Bhubaneswar #Odisha @MohanMOdisha
1.
What's Your Reaction?