ଗତକାଲି ଠାରୁ ଦୁଇଜଣିଆ ଜଙ୍ଗଲୀ ହାତୀ ଭୟଭିତ କରିଛନ୍ତି ଶିକାରପାଇ ଭିତର ଝୋଲା ଗ୍ରାମରେ ଜଣକ ଘରକୁ ଭାଙ୍ଗି ଚୁରମାର କରିଛନ୍ତି | ଖବର ପାଇ ହାତୀ ମାନଙ୍କୁ ବନବିଭାଗ କର୍ମଚାରୀ ମାନେ ହାତୀଙ୍କୁ ଘୋଉଡ଼ାଇ ଥିଲେ | ପୁଣି ଆଜି ସକଳୁ ଉକ୍ତ ହାତୀ ମାନେ ଭେଜା ଗ୍ରାମ ଦେଇ ପାର୍ଶ୍ଵରେ ଥିବା ରାୟଗଡ଼ା କୋରାପୁଟ ରେଳ ଲାଇନ ଆଡକୁ ଗତି କରିଛନ୍ତି | ଫଳରେ ଲୋକେ ଭୟଭୀତ ହେବାର ଦେଖିବାକୁ ମିଳିଛି |

ଗତକାଲି ଠାରୁ ଦୁଇଜଣିଆ ଜଙ୍ଗଲୀ ହାତୀ ଭୟଭିତ କରିଛନ୍ତି ଶିକାରପାଇ ଭିତର ଝୋଲା ଗ୍ରାମରେ ଜଣକ ଘରକୁ ଭାଙ୍ଗି ଚୁରମାର କରିଛନ୍ତି | ଖବର ପାଇ ହାତୀ ମାନଙ୍କୁ ବନବିଭାଗ କର୍ମଚାରୀ ମାନେ ହାତୀଙ୍କୁ ଘୋଉଡ଼ାଇ ଥିଲେ | ପୁଣି ଆଜି ସକଳୁ ଉକ୍ତ ହାତୀ ମାନେ ଭେଜା ଗ୍ରାମ ଦେଇ ପାର୍ଶ୍ଵରେ ଥିବା ରାୟଗଡ଼ା କୋରାପୁଟ ରେଳ ଲାଇନ ଆଡକୁ ଗତି କରିଛନ୍ତି | ଫଳରେ ଲୋକେ ଭୟଭୀତ ହେବାର ଦେଖିବାକୁ ମିଳିଛି | ରାୟଗଡ଼ା ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ

Sep 30, 2025 - 10:59
 0  69

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା