#କୋଲକାତାରେ_ସିବିଆଇ_ଟିମ କୋଲକାତାରେ ଟ୍ରେନି ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ସିବିଆଇକୁ ତଦନ୍ତଭାର ହସ୍ତାନ୍ତର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆଜି ପଶ୍ଚିମବଙ୍ଗ ଯିବ CBIର ଏକ ସ୍ପେଶାଲ୍ ଟିମ୍ । #Kolkata #DoctorDeath #CBI #theganatantraodisha #WestBengal #Odisha #LatestNews
What's Your Reaction?